ପୀଡିତା ଗୀତ ଶୁଣିବାକୁ ଭଲ ପାଏ। ଗୀତ ଓ ସିରିଏଲ ଶୁଣିବାକୁ ପଡୋଶୀ ଙ୍କ ଘରକୁ ଯାଇଥିଲେ। ଫେରିବା ସମୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ଏହି 15ବର୍ଷିଆ ନାବାଳିକା । ଘଟଣାସ୍ଥଳରେ ଅନ୍ୟ ୩ ବନ୍ଧୁ ଯିଏ କି ଘଟଣାର ମଜା ନେଉଥିଲେ ଆଉ ଶୁଟିଙ୍ଗ କରୁଥିଲେ ଭିଡ଼ିଓ। ପୀଡିତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଦୃଢ଼ ପ୍ରତିବାଦ କରିଛନ୍ତି ପୀଡିତା ପରିବାର ଓ ପଡୋସି। ସମାଜରେ ଏକ ବ୍ୟାଧି ଭଳି ବଢ଼ି ଚାଲିଛି ଦୁଷ୍କର୍ମ। ପ୍ରତିଦିନ ଏହାର ଶିକାର ଅନେକ ମହିଳା। ବାଦ ମଧ୍ୟ ପଡ଼ୁନାହାନ୍ତି ନାବାଳିକା।
ଅପରାଧ ଖବର ଆହୁରି ପଢ଼ନ୍ତୁ ।