ଶରୀରରେ କୌଣସି କ୍ଷତଚିହ୍ନ ନଥିବା ବେଳେ ବିଷକ୍ରିୟା ମଧ୍ୟ ହୋଇନଥିବା ସ୍ପଷ୍ଟ ହୋଇଛି। ଏପଟେ ସାମ୍ନାକୁ ଆସିଛି ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଶେଷ ଭିଡ଼ିଓ । କୁହାଯାଉଛି ଆତ୍ମହତ୍ୟା କରିବା ପୂର୍ବରୁ ଏକ ବାରରେ ଯାଇ ମନଖୋଲି ନାଚିଥିଲେ ରଶ୍ମୀରେଖା । ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା’ ଓ ଭାଇ ପ୍ରଶ୍ନ କରିଛନ୍ତି।
ମୋତେ ତଦନ୍ତ ପାଇଁ ଯାହା କୁହାଯିବ ମୁଁ ସହଯୋଗ କରିବି

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା। ଥାନାରେ ହାଜର ହେଲେ ପ୍ରେମିକ ରାଜା। ହାଜର ହେବା ପରେ ପୋଲିସ ରାଜାକୁ ପଚରାଉଚୁରା କରିଛି। ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ମୁଁ ତଦନ୍ତରେ ସହଯୋଗ କରୁଛି, ଯେତେବେଳେ ମତେ ତଦନ୍ତ ପାଇଁ ଯାହା କୁହାଯିବ ମୁଁ ସହଯୋଗ କରିବି ବୋଲି ଜେରା ପରେ ରାଜା କହିଛନ୍ତି। ଅନ୍ୟପଟେ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିର୍ପୋଟ ଆସିଥିବା ବେଳେ ରସ୍ମୀରେଖା ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଉଲ୍ଲେଖ ରହିଛି।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
