ପ୍ରାଥମିକ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ ତୁମ୍ବ ନିର୍ମାଣର ପ୍ରସ୍ତୁତି ଚାଲିଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରଥଖଳାର ପରିସୀମା ବୃଦ୍ଧି ହେବାସହ ସାମାଜିକ ଦୂରତ୍ୱ ରକ୍ଷା କରି ଓ ସାନିଟାଈଜର ବ୍ୟବହାର କରି ରଥ ନିର୍ମାଣ କାର୍ଯ୍ୟ କରାଯାଉଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ କରାଯାଉଛି।
ଚଳଚଞ୍ଚଳ ରଥଖଳା, କୋଭିଡ୍ କଟକଣା ମଧ୍ୟରେ ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପ୍ରେମିକର ଘର ଆଗରେ ଧାରଣାରେ ବସିଲା ଗର୍ଭବତୀ ପ୍ରେମିକା
ଅର୍ଗସ ବ୍ୟୁରୋ: ପ୍ରେମିକର ଘର ଆଗରେ ଧାରଣାରେ ବସିଲା ଗର୍ଭବତୀ ପ୍ରେମିକା। କହିଲା ମୋତେ ମୋର ହକ୍ ଦରକାର। ମୁଁ ତୁମ ପିଲାର ମାଆ ହେବାକୁ ଯାଉଛି। ମୋତେ ଟିକେ ତମ ଘରେ ଆଶ୍ରୟ ଦିଅ। ଅଧିକାର ଦେବ କ’ଣ ଫେରାର ହୋଇଗଲା ପ୍ରେମିକ।
ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରିରୀକ ସମ୍ପର୍କ । ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବାପର
Download Argus News App
