ଦୀର୍ଘ ମାସ ହେବ ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ । ଆଜି କାଲି କହି ଦିନ ଗଡାଉଛନ୍ତି ଡିଲର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଚାଂୟତରେ ରିଟେଲର ଥିବା ବିଣାକର ରାଉତ ଗତ ଜୁଲାଇ ମାସଠାରୁ ରାସନ ଓ ରିଲିଫ୍ ଚାଉଳ ଦେଇନଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।
ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ରାସନ କେଳେଙ୍କାରୀ ଶୀର୍ଷରେ

ଅର୍ଗସ ବ୍ୟୁରୋ : ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ରାସନ କେଳେଙ୍କାରୀ ଶୀର୍ଷରେ । ରାସନ ଓ ରିଲିଫ୍ ଚାଉଳ ମିଳିନଥିବା ଅଭିଯୋଗ । ରାଜନଗର ବ୍ଲକ ଅଫିସ ଘେରିଲେ ସତଭାୟା ପଂଚାୟତ ବାସୀ । ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଦେଖାଦେଇଛି ରାସନ କେଳେଙ୍କାରୀ ।
Download Argus News App
