ଅଧିକ ପଢନ୍ତୁ : କୋହଲା ପାଗ ସାଙ୍ଗକୁ ଅନେକ ସ୍ଥାନରେ ବର୍ଷା
ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅର୍ଜୁନକୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘଷଣା କରିଛନ୍ତି । ମୃତ ଅର୍ଜୁନ ହିଆଲ କୌଣସି କାମରେ ବଣ୍ଡେଇଗୁଡ଼ା ଗ୍ରାମକୁ ଆସିଥିଲେ । ସନ୍ଧ୍ୟା ସମୟରେ ସେ ତାଙ୍କ ଘର କୁଟୁରୁପଦର ଗାଁକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣା ପଡ଼ିଛି ।