ଅଖିକ ପଢନ୍ତୁ ଓଡ଼ିଶା ଖବର : ଜେଇ ଗୋପିନାଥ କିଷାନ ଗିରଫ
ସୁଚନା ଅନୁଯାୟୀ ଗତ ୧୯ତାରିଖ ଦିନ ଘରର ସମସ୍ତ ସଦସ୍ୟଙ୍କ ସହିତ ସୁଜିତ କୁମାର ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀକୁ ଯାଇଥିଲେ । ସେ ଗତ ୨୩ତାରିଖ ଫେରିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ଥାନାକୁ ଜଣାଇ ଥିଲେ । ଖବର ପାଇ ଘଟଣା ସ୍ତଳରେ ପୋଲିସ ସହିତ ଡଗସ୍କ୍ୱାର୍ଡ ଓ ଫରେନ୍ସି ଟିମ୍ ପହଞ୍ଚି ଛାନବିନ ଜାରି ରଖିଛି । ଅନ୍ୟ ପକ୍ଷରେ ଘର ତଳେ ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୁତ୍ତ ମାନେ ଘର ଗ୍ରୀଲ ତାଡିବାର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।