Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ନିର୍ବାଚନ ବେଳେ ମାଓ ହିଂସା; CRPF ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆହତ
ସ୍କୁଲରେ ଫେସିଆଲ ହେଉଥିଲେ ପ୍ରଧାନ ଶିକ୍ଷୟତ୍ରୀ, ଭାଇରାଲ ହେଲା ଭିଡିଓ
ଅର୍ଗସ ବ୍ୟୁରୋ : ସ୍କୁଲକୁ ବିୟୁଟି ପାର୍ଲର ବନେଇ ଦେଲେ ପ୍ରଧାନ ଶିକ୍ଷୟତ୍ରୀ । ପାଠ ପଢାଇବା ବଦଳରେ ଚାଲିଛି ଫେସିଆଲ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଫେସିଆଲ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ସିଂ ସ୍କୁଲର ରୋଷେଇ ଘର
ମାତ୍ର ୧୫ ଟଙ୍କାରେ ୧୦୦ବର୍ଷର ଲାଭ
ଅର୍ଗସ ବ୍ୟୁରୋ: ଆଗରୁ ଲୋକ ମାନେ ଚାଷକୁ ପ୍ରଧାନ୍ୟ ଦେଉଥିଲେ ଚାଷକୁ ଏକ ଲାଭଜନକ ଉର୍ପାଦ ଭାବରେ ବିବେଚନା କରୁଥିଲେ କିନ୍ତୁ ଵର୍ତ୍ତମାନ ସମୟରେ ଚାଷକୁ କେହି ଗୁରୁତ୍ଵ ଦେଉନାହାନ୍ତି । କାରଣ ସେଥିରେ ଚାଷ ପାଇଁ ଅଧିକ ପରିଶ୍ରମ ଏବଂ କମ୍ ଲାଭ ମିଳିଥାଏ । କିନ୍ତୁ ବର୍ତ୍ତମାନ ସମୟ ବଦଳିଛି ଲକ୍ଷ ଲକ୍ଷ ଲୋକ ଚାଷ ବ୍ୟବସାୟରେ ନିଜର ଚେଷ୍ଟା କରିଛନ୍ତି ଏବଂ ଭଲ ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି