ଅଧିକ ପଢନ୍ତୁ : ରାଜଧାନୀରେ ହେବ କୁକୁର ଗଣନା
ତେବେ ଗାଇଡ୍ ଲାଇନ୍ ଅନୁସାରେ ୪ ମାସରୁ ଉର୍ଦ୍ଧ୍ୱ ବୟସର କୁକୁର ରଖିବା ପାଇଁ ହେଲେ ପଞ୍ଜୀକରଣ ସହିତ ପଶୁଡାକ୍ତରଙ୍କ ଠାରୁ ଟୀକାକରଣ ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ। କୁକୁରଙ୍କ ରେଜିଷ୍ଟ୍ରେଶନ ପାଇଁ ଦେବାକୁ ପଡିବ ୫ଶହ ଟଙ୍କା। ଯେଉଁମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ ଏବଂ ଡଗ୍ ଶୋ ରେ ସାମିଲ କରାଇବେ ସେମାନଙ୍କୁ ବିଏମସିଠାରୁ ଗେମ୍ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ନେବାକୁ ପଡିବ। ଏଥପାଇଁ ସେମାନଙ୍କୁ ପ୍ରତି କୁକୁର ପିଛା ୨ଶହ ଟଙ୍କା ଦେବାକୁ ପଡିବ। କୁକୁର ମାଲିକ ଏହି ନିୟମକୁ ଉଲ୍ଲଙ୍ଘନ କଲେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।
ଅଧିକ ପଢନ୍ତୁ: ପେଟ ଆନିମଲ ପାଇଁ ବିଏମସି ଆଣିବ ନୂଆ ଗାଇଡ଼ଲାଇନ