କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପାର୍ଟିର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ କୋଷଧକ୍ଷ ସୁଦର୍ଶନ ଗୋଏଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ମହାନ୍ତି, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ଓଡିଶା ଲୋକଙ୍କ ସେବା କରିବା, ମୌଳିକ ଅଧିକାର ପଂହଚାଇବା ଏ ସାଧାରଣତନ୍ତ୍ର ଦିବସର ସଂକଳ୍ପ ବୋଲି କହିଛନ୍ତି ଶ୍ରୀ ମହାନ୍ତି।