ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରୁ ଡ୍ରାଇଭର ହେଲପର ଫେରାର ହେଇ ଯାଇଥିବା ବେଳେ। ୧୦ ରୁ ଅଧିକ ଗୋରୁ ଉଦ୍ଧାର କରି ଗୋ ସାଳାକୁ ସ୍ଥାନାନ୍ତରିତ କରିଛି ପୋଲିସ ।
ବାଲେଶ୍ୱର: ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ୍ ଜବତ । ୧୦ ରୁ ଅଧିକ ଗୋରୁ ଉଦ୍ଧାର । ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥ ଦେଇ ପଶ୍ଚିମବଙ୍ଗ କୁ ଚାଲାଣ ବେଳେ ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକଅପ କୁ ଧରିଲା କମର୍ଦ୍ଦା ପୋଲିସ ।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରୁ ଡ୍ରାଇଭର ହେଲପର ଫେରାର ହେଇ ଯାଇଥିବା ବେଳେ। ୧୦ ରୁ ଅଧିକ ଗୋରୁ ଉଦ୍ଧାର କରି ଗୋ ସାଳାକୁ ସ୍ଥାନାନ୍ତରିତ କରିଛି ପୋଲିସ ।