ଅଧିକ ପଢନ୍ତୁ : ୧୨ ଫୁଟର ଅହିରାଜ ଉଦ୍ଧାର
ଖବର ପାଇ ସ୍ନେକ ଲାଇଫ ଲାଇନ ସଦସ୍ୟ ଅଭିଜିତ ବେହେରା, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଅଜଗର ସାପ ହୋଇଥିବା ବେଳେ ତାହାର ଲମ୍ବ ୬ ଫୁଟ ଏବଂ ଓଜନ ପାଖାପାଖି ୧୦ କିଲୋ ହେବ ବୋଲି ଅନୁମାନ। ଉଦ୍ଧାର ଅଜଗର କୁ ଅକ୍ଷତ ଅବସ୍ଥାରେ ଶିମିଳିପାଳରେ ଛାଡି ଦିଆଯାଇଛି।