ତେବେ ସନ୍ଦେହ ଘେରକୁ ଅନେକ କିଛି କଥା ଆସିଥିବାବେଳେ କିଏ ଏବଂ କେଉଁ ପରିସ୍ଥିତିରେ ଏସବୁ ଘଟଣା ଘଟିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଲାଙ୍ଗିର ତୁରେକେଲା ମହନିଲହ ଗାଁ ନିକଟରେ ଥିବା ବେଳବାଞ୍ଜି ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ନରକଙ୍କାଳ କାହାର ଓ କେଉଁ ପରିସ୍ଥିତିରେ ଏଠାକୁ କିଏ ଆଣିଲା ତାହା ଜଣାପଡିନାହିଁ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି। ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡିଛି ।
ତେବେ ସନ୍ଦେହ ଘେରକୁ ଅନେକ କିଛି କଥା ଆସିଥିବାବେଳେ କିଏ ଏବଂ କେଉଁ ପରିସ୍ଥିତିରେ ଏସବୁ ଘଟଣା ଘଟିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: