ଏହି ନିର୍ଦ୍ଦେଶ ମୁତାବକ, କୌଣସି ଧାର୍ମିକ ସ୍ଥାନରୁ କାଉଡିଆ ଜଳ ଉଠାଇ ପାରିବେନି । ଏହାସହ ଜଳ ନେଇ ସର୍ବସାଧାରଣ ରାସ୍ତାରେ ଯାଇପାରବେନି । ପାଣି ନେଇ କାଉଡିଆମାନେ ଶିବ ମନ୍ଦିରକୁ ଯାଇ ପାରିବେନି ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । କରୋନା କାରଣରୁ ରାଜ୍ୟ ସରକାର ଚଳିତ ବର୍ଷ ବି ବୋଲବମ୍ ଉପରେ କଟକଣା ଲଗାଇଛନ୍ତି ।
ବୋଲବମ୍ ଉପରେ କଟକଣା; ପାଣି ନେଇ ଶିବ ମନ୍ଦିରକୁ ଯାଇ ପାରିବେନି କାଉଡିଆ

ଭୁବନେଶ୍ବର : ଗତବର୍ଷ ଭଳି ଚଳିତ ବର୍ଷ ବୋଲବମ୍ ଉପରେ କଟକଣା ଲାଗିଛି। ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
Download Argus News App
