ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ଫେରିଲେ ନିଖୋଜ ମତ୍ସ୍ୟଜୀବୀ

ଅର୍ଗସ ବ୍ୟୁରୋ : ଫେରିଲେ ନିଖୋଜ ମତ୍ସ୍ୟଜୀବୀ। ସମୁଦ୍ର ମଧ୍ୟରେ ନିଖୋଜ ହୋଇଯାଇଥିବା 13 ମତ୍ସ୍ୟଜୀବୀ ଫେରିଛନ୍ତି ପାରାଦୀପ । ଗତ 8 ତାରିଖରୁ ପାରାଦୀପ୍ ମାଛଧରା ବନ୍ଦରରୁ ଦେବୀଲକ୍ଷ୍ମି ଓ କିନ୍ନରା ବୋଟ୍ ଦୂର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ତାଙ୍କର ଖୋଜ୍ ଖବର୍ ମିଳୁନିଲା ଓ ତାଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ପକ୍ଷ୍ୟରୁ ଖୋଜାଖୋଜି କରାଯାଉଥିଲା । ତେବେ ଆଜି ସେମାନେ ସୁରକ୍ଷିତ ଭାବେ ପାରାଦ୍ବୀପ ଫେରିଛନ୍ତି । ପାରାଦ୍ବୀପରେ ପହଞ୍ଚିବା ପରେ ମେରାଇନ୍ ଥାନା ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା କରୁଛି ।
Download Argus News App
