ଏହି ଚଢ଼ାଉ ସମୟରେ କଟକ ଅଂଚଳର ନିହାର ରଞ୍ଜନ କର ନାମକ ଜଣେ ବ୍ୟକ୍ତି ଏକ ବୋଲେରୋ ଗାଡ଼ିରେ ଭାଙ୍ଗ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ସେହିପରି ସୋଲେଇ ଓ ଧୂଳିଗଡ଼ ଛକରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ସମୟରେ ବାଇକ ଓ ସ୍କୁଟି ଗାଡ଼ିରେ 3 ଜଣ ପୁରୁଷ 115 ଲିଟର ଦେଶୀମଦ ନେଉଥିବା ବେଳେ ଉଭୟଙ୍କୁ ଗିରଫ କରିଥିଲେ l ଗିରଫ ଅଭିଯୁକ୍ତ ମାନେ ହେଲେ ତ୍ରିଜଙ୍ଗା କଲୋନୀର ଦୁଇଜଣ ଓ ମଧୁବନ ଅଞ୍ଚଳ ଜଣେ ବୋଲି ଜଣାପଡିଛି l
ଓଡିଶା ଖବର ଆହୁରି ପଢନ୍ତୁ