ମନ କି ବାତରେ ପ୍ରଶଂସା ପାଇଥିବା ସିଲୁ ସାରଙ୍କ ସହ ସ୍ୱତନ୍ତ୍ର ଆଲୋଚନା
ଗଜପତି: ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି । ଗଜପତି ମୋହନା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁର୍ଘଟଣାରେ ଏକାଧିକ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ରାମଗିରି ନିକଟସ୍ଥ ଜାମଢୋଲ ଗ୍ରାମରୁ ଯାଉଥିଲେ ଲୋକେ । ଉଦୟଗିରି ନିକଟସ୍ଥ ତୁମନ ଗ୍ରାମକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।