ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗରୁତର ହୋଇଛନ୍ତି । ଆହତ ଯୁବକ ମାନେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର ହୋଇ ସେହିଠାରେ ଚିକିତ୍ସିତ ଥିବା ଜଣା ଯାଉଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ବୁର୍ଡl ଛକରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ବୁର୍ଡl ଛକ ପାଖରେ ଛିଡା ହୋଇଥିବା ଟ୍ରକକୁ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ପିଟିଛି ।