ତେବେ ଟ୍ରକ୍ଟି ଖରାପ ହୋଇ ଯାଇଥିବାରୁ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଭୋରରୁ କୁହୁଡ଼ି ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଟ୍ରକ୍ ପଛ ପଟେ ପିଟି ହୋଇ ଯାଇଥିଲା। ଆନ୍ଧ୍ରପ୍ରଦେଶରୁ କାରରେ ପୁରୀ ଆସିବା ବେଳେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଥିବା ସୂଚନା, ସମସ୍ତେ ଆନ୍ଧ୍ରପ୍ରଦେଶର।
ଆଖି ବୁଜିଲେ ୪

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛରେ ଧକ୍କାଦେଲା କାର୍। ଘଟଣାସ୍ଥଳରେ 4 ମୃତ। କାରଟି ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ବେଳେ NH-୧୬ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଥିଲା।
Download Argus News App
