ମୃତ ଦୁଇ ଭାଇ ଫିରିଙ୍ଗିଆ ଥାନା ପାଙ୍ଗା ଉପର ଦାମୀଙ୍ଗୀଆ ଗ୍ରାମର ପ୍ରଶାନ୍ତ ଦିଗାଲଙ୍କ ପୁଅ ଚନ୍ଦନ ଦିଗାଲ ୧୫ ବର୍ଷ, ସାନ ପୁଅ ଆୟୁଷ ଦିଗାଲ ୪ ବର୍ଷ ଓ ଗୁରୁତର ଆହତ ସ୍ତ୍ରୀ ଜୋସ୍ନା ଦିଗାଲ ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ କ୍ଷତିପୁରଣ ଦାବିରେ ରାସ୍ତାରୋକ କରିଛନ୍ତି
ଅର୍ଗସ୍ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଟ୍ରକ ବାଇକକୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଦୁଇଭାଇ ମୃତ ମା ଗୁରୁତର ।