ଆମ୍ବୁଲାନ୍ସ ଚାଳକ ଅତ୍ୟଧିକ ମାତ୍ରାରେ ନିଶା ସେବନ କରିଛନ୍ତି । ଘଟଣା ସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଆମ୍ବୁଲାନ୍ସ ଚାଳକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏହି ବାବଦରେ ଆମ୍ବୁଲାନ୍ସ ଚାଳକ ଙ୍କୁ ପଚାରିବାରୁ ସେ ନିଶା ସେବନ କରିଥିବା ସ୍ବୀକାର କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ତୁଳସୀ ଗାଦି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଆମ୍ବୁଲାନ୍ସ ସହ ବୋଲେରୋ ଧକ୍କା । ଆମ୍ବୁଲାନ୍ସ ଚାଳକ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଛନ୍ତି। ଜଗତସିଂହପୁରରୁ ଏକ ବୋଲେରୋ ବାଲିକୁଦା ଯାଉଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ବାଲିକୁଦା ଯାଉଥିଲା । ବୋଲେରୋ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ।