ଏହି ସମୟରେ ଟ୍ରାକ୍ଟର ଟି ମାଡିଯିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଗଣ୍ତମାଳା ଗ୍ରାମପଞ୍ଚାୟତର ସରପଞ୍ଚ କୁନି ଦେହୁରୀ ଓ ଗ୍ରାମବାସୀ ଆହତ ବ୍ୟକ୍ତିମାନଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରିଥିଲେ।
ସେଠାରେ ଦିପୁ ଗୋଛୟତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲ ଓ ଅନ୍ୟ ୩ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାକୁ ସ୍ଥାନାନ୍ତରିତ କରାଯାଇଛି । ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନମ୍ବର ବିହନ ଟ୍ରାକ୍ଟଟ୍ ଜବତ କରିବା ସହ ଛାନଭିନ୍ ଆରମ୍ଭ କରିଛି। ଭସାଣି କାର୍ଯ୍ୟକ୍ରମକୁ ନେଇ ପୋଲିସ ଭୂମିକାରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।