ମୃତକ ରାମ ବାଇକରେ ଡିଜେଲ ଭର୍ତ୍ତି ବ୍ୟାରେଲ ନେଇ ଲୋଂଘର ଯାଉଥିବା ବେଳେ, ବସ୍ ସହ ଧକ୍କା ହୋଇଥିଲା । ଆହତ ଅବସ୍ଥାରେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ପଠାଉଥିବା ବେଳେ, ତାଙ୍କର ମୃତ୍ୟୁ ହୋଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।