ବାଇକ ପାଖକୁ ଯାଇ ଦେଖିବା ପରେ ସେଠାରେ ଜଣେ ବ୍ୟକ୍ତି ପଡିଥିବାର ଦେଖି ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା l ମୃତ ବ୍ୟକ୍ତିର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ l ମୃତ ବ୍ୟକ୍ତିର ମୁହଁରେ ଗଭିର ଆଘାତ ଲାଗିଥିବାରୁ ଏହା ଦୂର୍ଘଟଣା ନା ହତ୍ୟା ତାକୁ ନେଇ ପୋଲିସ ତଦନ୍ତ କରୁଛି l
ରାସ୍ତା କଡରୁ ବାଇକ ସହ ମୃତ ଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ : ରାସ୍ତା କଡରେ ବାଇକ ସହ ମୃତ ଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଓ ଗୁଳିହାପଦର ରାସ୍ତା କଡରେ ବାଇକ ସହ ଜଣେ ବ୍ୟକ୍ତିର ମୃତ ଦେହ ଉଦ୍ଧାର କରାଯାଇଛି l ସକାଳେ ଲୋକେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ସମୟରେ ଏକ ବାଇକ ରାସ୍ତାକଡରେ ପଡିଥିବାର ଦେଖିଥିଲେ l
Download Argus News App
