Prime Odisha @ 7 Pm
ଅଟୋ, ବାଇକ ମୁହାଁମୁହିଁ : ବାଇକ ଚାଳକ ଗୁରୁତର
ସୁନ୍ଦରଗଡ଼: ଅଟୋ ବାଇକ ମୁହାଁ ମୁହିଁ ଧକ୍କାରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବାହାଲରେ ସୋନାଜୋର ଅଞ୍ଚଳର ଗୋଟିଏ ଅଟୋ ସହିତ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିଶ ପହଞ୍ଚି ବାଇକ ଓ ଅଟୋକୁ ଜବତ କରିବା ସହ ତଦନ୍ତ ଚଳାଇଛି ।
Download Argus News App
