ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ ଚମ୍ପାହରକୁ ଖବର ଦେଇଥିଲେ। ଖବର ପାଇ ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ ତାଙ୍କ ଟିମି ପହଞ୍ଚି ଦୁଇଜଣଙ୍କୁ ଗୋପ ମେଡିକାଲ ନେଇଯାଇଥିଲେ। ଗୋପ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।
ବାଇକ୍ ଧକ୍କାରେ ଦୁଇ ବନ୍ଧୁ ମୃତ

ପୁରୀ: ବାଇକ୍ ଧକ୍କାରେ ଦୁଇ ମୃତ୍ୟୁ । କୋଣାର୍କ- କାକଟପୁର ରାସ୍ତାର ବଢେଇଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବନ୍ଧୁଙ୍କ ମୃତ୍ୟୁ ହୋଇଛି । ବଢେଇ କ ବୁଲାଣିରେ ଭାରସାମ୍ୟ ହରାଇ ତ୍ରୀନାଥ ମଣ୍ଡପକୁ ଧକ୍କା ମାରିଲା ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
