ସୁବର୍ଣ୍ଣପୁର_ହିଲୁଙ୍ଗ ମଣ୍ଡିରେ ଦିର୍ଘ ଦିନ ହେବ ପ୍ରାୟ ୨୦ ହଜାର ବସ୍ତା ଧାନ ପଡି ରହିଥିବାବେଳେ ଟାର୍ଗେଟ ବାହାନା କରି ମିଲର ଆସୁନଥିବା ଅଭିଯୋଗ ହୋଇଛି । ଏପଟେ ଚାଷୀଙ୍କ ଟୋକନ ଅବଧି ସରିବାକୁ ବସିଲାଣି । ବାରମ୍ଵାର ଅଭିଯୋଗ କଲେ ମଧ୍ୟ ଧାନ ଉଠୁ ନଥିବା ଚାଷି ଅଭିଯୋଗ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।