ବିଭିନ୍ନ ସ୍ଥାନରେ ପିଚୁ ମଧ୍ୟ ଉଠି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ବାସିନ୍ଦା ଠାରୁ ଆରମ୍ଭ କରି ସ୍କୁଲ କଲେଜ ପିଲା ମାନେ ଯାତାୟାତରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତା ଉପରେ ୬ ଟି ପଞ୍ଚାୟତ ନିର୍ଭର କରୁଥିବା ବେଳେ ଦୁଇ ଗୋଟି କଲେଜ ଓ ୬ ଗୋଟି ସ୍କୁଲର ପିଲା ମାନେ ମଧ୍ୟ ନିର୍ଭର କରିଥାନ୍ତି । ତେବେ ରାସ୍ତାଟି ଏବେ ଖରାପ ହେବାରୁ ଯାତାୟାତରେ ସମସ୍ତଙ୍କ ପାଇଁ ବାଧା ସୃଷ୍ଟି କରିଛି ବୋଲି ସ୍ଥାନୀୟ ବାସିନ୍ଦା ସହ କଲେଜ ପିଲା କହିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ