ଯାହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । ଧାରଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଛି। ତେବେ ଘଟଣାସ୍ଥଳରେ ସୋର ତହସିଲଦାର, ସୋର ପୋଲିସ, ପୂର୍ତ୍ତ ବିଭାଗ ଅଧିକାରୀ ପହଂଚି ବୁଝା ସୁଝା କରିବା ପରେ ଆନ୍ଦୋଳନ ହଟିଛି।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ସୋର ବାଗୁଡ଼ି ମୁଖ୍ୟରାସ୍ତା ଅବରୋଧ l ବାଲେଶ୍ବର ଜିଲ୍ଲା ସୋର ବାଗୁଡ଼ି ମୁଖ୍ୟ ରାସ୍ତାର ତୁରନ୍ତ ମରାମତି ଏବଂ ରାସ୍ତା ନିର୍ମାଣ କରିବା ପାଇଁ ରାସ୍ତାରୋକ l ପୂର୍ତ୍ତ ବିଭାଗ ବର୍ଷ ବର୍ଷ ଧରି କାର୍ଯ୍ୟ କରୁନଥିବାରୁ ଯାଆସ ପାଇଁ ସମସ୍ୟାରେ ପଡୁଛନ୍ତି ଅଞ୍ଚଳବାସୀ ।