ପିପିଲିର ସାମାଜିକ ଅନୁଷ୍ଠାନ ଜାଗୃତୀ ସାଂସ୍କୃତିକ ଯୁବ ସଂଗଠନ, ପିପିଲି ଏନସିସି ଛାତ୍ରଛାତ୍ରୀ, ପିପିଲି ଥାନା କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ପୁରୀ ଏମଭିଆଇ ବାମଦେବ ସାହୁ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ସପ୍ତାହ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
ପୁରୀ ଏମଭିଆଇ ବାମଦେବ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ

ଅର୍ଗସ ବ୍ୟୁରୋ : ପିପିଲିରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗତ ୧୧ତାରିଖରୁ ୧୭ତାରିଖ ପ୍ରର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ପିପିଲିରେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ କରାଯାଇଛି ।
Download Argus News App
