ଏହାକୁ ନେଇ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବାରୁ ବନ୍ଧପାରି ସହରର ବିଭିନ୍ନ ପଡାର ଶତାଧିକ ମହିଳା ଏକତ୍ରିତ ହୋଇ ଆଜି ୬ ଘଣ୍ଟାରୁ ବିଶ୍ୱନାଥପୁର-ମୂଷାନାଳ ଓ ବନ୍ଧପାରି-ଲାଞ୍ଜିଗଡ଼ ମୂଖ୍ୟ ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ପ୍ରତିବାଦ କରିଛନ୍ତି ।
ପାନୀୟ ଜଳ ପାଇଁ ରାସ୍ତା ଅବରୋଧ

ଅର୍ଗସ ବ୍ୟୁରୋ : ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ସକାଳ ମୁଖ୍ୟ ରାସ୍ତା ଉପରେ ପ୍ରତିବାଦ କଲେ ଶତାଧିକ ମହିଳା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବନ୍ଧପାରି ଗାଁଠାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି ।
Download Argus News App
