ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ବଡବଡ ଦୋକାନୀ ଙ୍କ ଇଙ୍ଗିତରେ ଭାଙ୍ଗୁଥିବା ଅଭିଯୋଗ । ରାସ୍ତାରେ ଅଟକି ରହିଥିଲା ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଇଥିଲା ପରିସ୍ଥିତି। ରୋଚକ କଥା ହେଲା ଏମାନଙ୍କୁ ହକି ସମୟରେ କେବଳ ହକି ପାଇଁ ହିଁ ଉଠାଯାଇଥିବା
ଅର୍ଗସ ବ୍ୟୁରୋ : ରାଜମହଲ ଏବଂ କଳ୍ପନା ଛକ ରାସ୍ତା ଅବରୋଧ । ଉଠା ଦୋକାନୀଙ୍କ ଦ୍ବାରା ରାସ୍ତା ଅବରୋଧ । ମଝି ରାସ୍ତାରେ ବସିରହିଛନ୍ତି ଉଠାଦୋକାନୀ । ବିଏମ୍ସି ବେଆଇନ ଭାବରେ ଦୋକାନ ଭାଙ୍ଗୁଥିବା ଅଭିଯୋଗ ।