ହେଲେ ପୋଲିସ ଘଟଣାକୁ ଚାପିଦେବକୁ ଉଦ୍ୟମ କରୁଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ସ୍ଥାନୀୟ ପଞ୍ଚାୟତ ବାସୀଙ୍କ ସହ ମୃତକଙ୍କ ପରିବାର ଲୋକେ ରାସ୍ତା ରୋକ୍ କରିବା ସହ ବେଆଇନ୍ ବାଲି ଗାଡ଼ିକୁ ବନ୍ଦ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି।
ମୃତଦେହକୁ ରାସ୍ତାରେ ରଖି ରାସ୍ତାରୋକ

ଅର୍ଗସ ବ୍ୟୁରୋ : ଯାଜପୁର ଟାଉନ ଥାନା ଖରସ୍ରୋତା ନଦୀ ବନ୍ଧରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିପିନ ବିହାରୀ ପ୍ରଧାନଙ୍କ ମୃତଦେହକୁ ଗ୍ରାମବାସୀ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି । ଗତ ୧୦ ତାରିଖରେ ବିଞ୍ଝାରପୁର ଥାନାରେ କାର୍ଯ୍ୟରତ ପୋଲିସ ଡ଼୍ରାଇଭର ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବିପିନ ପୂର୍ବରୁ ଥାନାର ଦ୍ବାରସ୍ଥ ହେବା ସହ ନିଜେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ।
Download Argus News App
