ସମୁଦ୍ର କୂଳବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ମଧୁର ଜଳ ପରିବର୍ତ୍ତେ ଖାରିଆ ଜଳ ବାହାରି ଥାଏ ତେଣୁ ସମସ୍ତେ ପଞ୍ଚାୟତ ପାଣି ଉପରେ ନିର୍ଭର କରନ୍ତି। ହେଲେ ସମସ୍ୟା ବାବଦରେ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ କଥା ଶୁଣିବା ପାଇଁ ନାରାଜ। ସ୍ଥାନୀୟ ବିଡ଼ିଓଙ୍କ ପାଖରେ ମଧ୍ୟ ସମାନ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।