ଆଣ୍ଠୁ ଅସ୍ତ୍ରୋପଚାରକୁ ନେଇ ରୋଗୀଙ୍କ ମନରେ ଥିବା ଭୟ ଏଥିରେ କରିବାର ଆବଶ୍ୟକତା ନାହିଁ । ଏନେଇ ସମ ହସ୍ପିଟାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପ୍ରଥମ ଦିନର ଅସ୍ତ୍ରୋପଚାରରେ ଦିଲ୍ଲୀର ଡାକ୍ତର ଶେଖର ଶ୍ରୀବସ୍ତାଵ ଯୋଗ ଦେଇ ରୋବଟ ଏବଂ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।