ଜଙ୍ଗଲରେ ଲାଗିଥିବା ନିଆଁର କାରଣ ଅସ୍ପଷ୍ଟ ରହିଛି । ସେପଟେ ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି । ତେବେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ଏହିଭଳି ଭାବରେ ନିଆଁ ଲାଗିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ରାଉରକେଲା: ଏୟାର ଷ୍ଟିପ ଛକ ଷ୍ଟିଲ ପ୍ଲାଣ୍ଟର ରିଜର୍ଵ ଜଙ୍ଗଲରେ ନିଆଁ
Download Argus News App
