ଫଳରେ ଗୃହକୁ ୪ଟା ଯାଏ ମୁଲତବି କରିଛନ୍ତି ବାଚସ୍ପତି । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି ବିଜେପି ବିଧାୟକ ଦଳ । ମମିତା ପ୍ରସଙ୍ଗରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଚିଠି ଲେଖିଛନ୍ତି ବିଧାୟକ ଦଳ । ପିଏମଜିରୁ ଚିଠି ଦେବା ପାଇଁ ବିଧାନସଭାରୁ ବାହାରିସାରିଛନ୍ତି ବିଧାୟକ ଦଳ । ପୋଷ୍ଟ ବାକ୍ସରେ ଚିଠି ପକାଇଲେ ବିଜେପି ବିଧାୟକ।