ଗରିବ ଖଟିକିଆ ଉପରେ କାହିଁକି ଜୁଲମ କରୁଛନ୍ତି ରାଜ୍ୟ ସରକାର। ସମସ୍ତ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ବର୍ତ୍ତମାନ ଏହି ରାସ୍ତାର କୌଣସି ଆବଶ୍ୟକତା ନାହିଁ ତଥାପି ସରକାର କଣ ପାଇଁ ଏମିତି ପଦକ୍ଷେପ ନେଉଛନ୍ତି । ଯଦି ବିଏମସି ଏହି ବସ୍ତି ଭାଙ୍ଗିବାକୁ ଆସେ ତେବେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ ଦେଖିବ ବୋଲି ବସ୍ତି ବାସିନ୍ଦା ଚେତାବନୀ ଦେଇଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।