ତାଙ୍କ ଦ୍ଵାରା ନିର୍ମାଣ ହୋଇଥିବା କଳାକୃତି ପାଇଁ ସେ ଚିରକାଳ ସ୍ମରଣିୟ ହୋଇ ରହିବେ ବୋଲି କହିଛନ୍ତି ଯୁବଚିତ୍ରକାର ସମରେନ୍ଦ୍ର । । ବିଭିନ୍ନ ସମୟରେ ବିଭିନ୍ନ କଳାକୃତି ମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିବା ମୟୂରଭଞ୍ଜ ଯୁବଚିତ୍ରକାର ସମରେନ୍ଦ୍ର ବେହେରା ଆଜି ଡିବି ଆଲୁଅ ଓ ରବର ମାଧ୍ୟମରେ ସ୍ୱର୍ଗୀୟ ଗୁରୁଙ୍କର ଏକ ସ୍ମୋକ୍ ଆର୍ଟ ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସ୍ମୋକ୍ ଆର୍ଟରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସମରେନ୍ଦ୍ର

ମୟୁରଭଞ୍ଜ: ସ୍ମୋକ୍ ଆର୍ଟ ମଧ୍ୟରେ ଶ୍ରଦ୍ଧାଞ୍ଜଳି । ପଦ୍ମବିଭୁଷଣ ଗୁରୁ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯୁବଚିତ୍ରକାର ସମରେନ୍ଦ୍ର । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଥିଲା।
Download Argus News App
