ଆଇନଜୀବୀ ମାନଙ୍କର ସ୍ୱାର୍ଥର ସୁରକ୍ଷା ଦାଇତ୍ୱ ରାଜ୍ୟ ବାରକାଉନସିଲର ଦାୟିତ୍ୱ ଅଟେ l 50 ହଜାର ଆଇନଜୀବୀ ମାନଙ୍କର ଭାଗ୍ୟ ଏବେ ବାରକାଉନସିଲ ଅଫ ଇଣ୍ଡିଆ ପାଖରେ ବନ୍ଧା ପଡିଥିବାର ସେ କହିଛନ୍ତି l ତେବେ ଆଗାମି ଦିନରେ ନିଖିଳ ଓଡିଶା ଆଇନଜୀବୀ ସଙ୍ଘ ପକ୍ଷରୁ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ରାଜ୍ୟ ସରକାରଙ୍କ ଆଗରେ ଦାବି କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି l ଓ ଆଗାମୀ ଦିନରେ ଆଇନଜୀବୀ ମାନଙ୍କର ନ୍ୟାର୍ଯ୍ୟଦାବୀ ପାଇଁ ଗଣତାନ୍ତ୍ରିକ ଉପାୟରେ ଲଢେ଼ଇ ଜାରି ରହିବ ବୋଲି ସେ ଗୁରୁତ୍ୱରୋପ କରିଛନ୍ତି l
ଓଡିଶା ଖବର ଆହୁରି ପଢନ୍ତୁ