ବିବାହ କରିବେ ନଦୀ କନ୍ୟା...
ସମ୍ବଲପୁର: ପୁଣି ଫେରିଲା କଣ୍ଟେଣ୍ଟମେଣ୍ଟ ଓ ବଫୋର ଯୋନ। ସମ୍ବଲପୁର ବୁର୍ଲା ଭିସୁଟରୁ ଗତକାଲି 25 ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଯୋନ ଭାବେ ଘୋଷଣା କରିଛି।
ଏପରିକି ଭିସୁଟର ପୁଲହ ହଷ୍ଟେଲକୁ ବଫୋରଯୋନ ଭାବେ ଘୋଷଣା କରିଛି। ଏହି ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଜାରି କରାଯାଇଛି। ଭିସୁଟର ହଷ୍ଟେଲ ଗୁଡିକୁ କଣ୍ଟେଣ୍ଟମେଣ୍ଟ ଯୋନ କରାଯାଇଛି। ସେହିପରି ପୁଲହ ହଷ୍ଟେଲକୁ ବଫୋର ଯୋନ ଭାବେ ଘୋଷଣା କରିଛି।