ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ସ୍ବାସ୍ଥ୍ୟଶିବିରରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦଳା ଠାକୁର, ପୂର୍ବତନ ବିଧାୟକ ରବିନାରାୟଣ ରବିନାରାୟଣ, କୁଲୁଣ୍ତି ପଞ୍ଚାୟତର ସରପଞ୍ଚ ପଙ୍କଜିନି କୁମୁରା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶୁସିଲ କୁମାର କର ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଉଛି ।