ତେବେ ଆଜି ମଧ୍ୟ ବାଚସ୍ପତି ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ନିଷ୍ଠାର ସହ ଦାୟିତ୍ୱ ତୁଲାଇଛି ବୋଲି କହିଲେ ବିକ୍ରମ କେଶରୀ ଆରୁଖ। ମୁଖ୍ୟମନ୍ତ୍ରୀ ମୋତେ ଦାୟିତ୍ୱ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଇସ୍ତଫା ଦେଲେ ଗଣଶିକ୍ଷା ମନ୍ତ୍ରୀ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ସ୍କୁଲ୍ ଓ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଧର୍ମେନ୍ଦ୍ର ଶାହୁ ମାମଲାରେ ବିବାଦୀୟ ଥିଲେ ଗଣଶିକ୍ଷା ମନ୍ତ୍ରୀ।
Download Argus News App
