ଆସନ୍ତା ଏକବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ଵ ସହରରେ G-20 ଦେଶର ବିଦେଶୀ ପ୍ରତିନିଧିଙ୍କ ସହ ଭାରତ ୨୦୦ରୁ ଅଧିକ ବୈଠକ କରିବାକୁ ଥିବାବେଳେ ଏକ ବିଶ୍ୱ, ଏକ ପରିବାର, ଗୋଟିଏ ଭବିଷ୍ୟତର ଭାରତୀୟ ଦର୍ଶନ କାର୍ଯ୍ୟ କରିବ । ତେଣୁ G-20 ର ପ୍ରତିନିଧିତ୍ୱ କରିବାକୁ ଥିବା ଭାରତ ପାଇଁ ସୁଦର୍ଶନଙ୍କ ଏହି କଳା ବେଶ ପ୍ରଶଂସା ସାଉଁଟିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।