100 ଟନ ବାଲିରେ ନିର୍ମାଣ ହୋଇଛି ଏହି ବାଲୁକା କଳା । ଏହି ହକି ଷ୍ଟିକ ର ଲମ୍ବ ରହିଛି 100 ଫୁଟ। ଯାହା ବିଶ୍ବର ସବୁଠୁ ବଡ଼ ଓ ଲମ୍ବ । ଯେଉଁଥିରେ ରହିଛି ବିଶ୍ବକପରେ ଭାଗନେଉଥିବା ସମସ୍ତ ଦେଶର ପତାକା । ଏହାସହ ଶହଶହ ହକି ବଲ ଏହି ବାଲୁକା କଳା ରେ ନିଖୁଣ ଭାବରେ ସଜିତ କରିଛନ୍ତି ବାଲୁକା ଶିଳ୍ପୀ । ଆସନ୍ତାକାଲି ସର୍ବ ସାଧାରଣ ନିମତେ ଏହା ଖୋଲାଯିବ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।