ସବୁଠୁ ବଡ଼ କଥା ହେଲା ଏହି ଚୋରା ଚାଲାଣେ ସରକାରୀ ଦଳର ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏମାନଙ୍କ ଛତ୍ରଛାୟା ତଳେ ରହି ମାଫିଆ ମାନେ ବାଲି ଲୁଟ୍ କରୁଥିବା ଅଭିଯୋଗ କରିଛି ବିଜେପି ନଦୀ ସୁରକ୍ଷା ସମିତି । ତହସିଲଦାରଙ୍କୁ ଉଦୟପୁର, ରାଜନଗର, ତୁରୁମୁଙ୍ଗା, ଦୁର୍ଗାଦେଇପୁର, ପାଟଣା ଓ ଡୁମୁରିଆ ଆଦି ସ୍ଥାନରେ ବୈତରଣୀ ନଦୀରୁ ବାଲି ଲୁଟ୍ ହେଉଥିବା ତହସିଲଦାରଙ୍କୁ ଜଣାଇଛି ଏହି ଟିମ୍ । ଏହାସହ ବାଲି ଚାଲାଣି ରୋକିବାକୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।