ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବାଲି ମାଫିଆଙ୍କ ଆତଙ୍କ

ଅର୍ଗସ ବ୍ୟୁରୋ : ବାଲେଶ୍ବର ଦହପଡା କଣ୍ଟାବଣିଆରେ ବାଲି ମାଫିଆଙ୍କ ଆତଙ୍କ । କସବା ଖାଦାନ ଅଂଚଳରେ ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ଼ ମାରିଲେ ବାଲି ମାଫିଆ । ଉପଜିଲ୍ଲାପାଳ କୁନାଲ ସିତାରାମ ଚଓ୍ବାଣଙ୍କ ସହ ଡ୍ରାଇଭରଙ୍କୁ ମୁଣ୍ଡରେ ପଥର ଛେଚି ଦେଇଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
Download Argus News App
