ସେହିପରି ଅନ୍ୟ ଏକ ସ୍ଥାନରେ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟ ଜବତ କରାଯାଇଛି । ସୋର ତହସିଲ ଅଧୀନ ନଦିଗାଁ ପଂଚାୟତ ଦେଇ ଯାଇଥିବା ପିତାକାଳିଆ ନଈରୁ ବାଲି ମାଫିଆ ମାନେ ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ କରୁଥିବା ବେଳେ ନଈର ଆଡି ବନ୍ଧକୁ ମଧ୍ୟ ଛାଡି ନାହାନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ପିତାକାଳିଆ ନଦୀରୁ ବେଆଇନ ବାଲି ଉଠାଣ ବେଳେ ତହସିଲଦାରଙ୍କ ଚଢାଉ । ବେଆଇନ ଭାବେ ବାଲି ଓ ମାଟି ଉଠାଯାଉଥିବା ବେଳେ ସୋର ତହସିଲଦାର ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ଜେସିବି, ଟ୍ରାକ୍ଟର ଜବତ କରାଯାଇଛି ।