ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଫସି ରହିଥିଲେ । ତେବେ ମିଶନ ଗଙ୍ଗା ଯୋଗୁଁ ଅନେକ ଭାରତୀୟ ଛାତ୍ରଛାତ୍ରୀ ନିଜ ଜନ୍ମ ମାଟିକୁ ସୁରକ୍ଷିତ ଫେରିବାରେ ସକ୍ଷମ ହୋଇଛନ୍ତି । ସେଠାରେ ରୋମାନିଆ ବର୍ଡରରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବା ଡାକ୍ତରୀ ଛାତ୍ରୀ ଜଣକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଘରକୁ ଫେରି ଆସିଥିବାରୁ ପରିବାର ବର୍ଗ ବେଶ ଖୁସିବ୍ୟକ୍ତ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ୟୁକ୍ରେନରୁ ଫେରିଲେ ଡାକ୍ତରୀ ଛାତ୍ରୀ ସନ୍ତୋସୀ ଗିରିଜାଲା, ଘରେ ଖୁସିର ମାହୋଲ

ଅର୍ଗସ ବ୍ୟୁରୋ: ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ଗୁଣୁପୁରର ଡାକ୍ତରୀ ଛାତ୍ରୀ ସନ୍ତୋସୀ ଗିରିଜାଲା ୟୁକ୍ରେନରୁ ସୁରକ୍ଷିତ ଫେରିଛନ୍ତି । ଗତ ଦୁଇ ମାସ ହେଲା ସେ ଏମବିବିଏସ ପଢିବା ପାଇଁ ୟୁକ୍ରେନ ଯାଇଥିଲେ । ଭିନିସ୍ତେସିଆ ନ୍ୟାସନାଲ ମେଡ଼ିକାଲ ୟୁନିଭର୍ସିଟିରେ ପ୍ରଥମ ବର୍ଷର ଛାତ୍ରୀ ସନ୍ତୋସି ।
ଟ୍ରେନ ଦୁର୍ଘଟଣାରୁ ବଞ୍ଚିଲେ ଚାରି ହାତୀ

ଅର୍ଗସ ବ୍ୟୁରୋ : ନିଶ୍ଚିତ ମରଣ ମୁହଁରୁ ସୁତେ ସୁତେରେ ବଞ୍ଚିଲେ ଚାରି ହାତୀ । ଢ଼େଙ୍କାନାଳ ମେରାମୁଣ୍ଡଳି ସେକ୍ସନ ହଳଦିଆବାହଳ ନିକଟରେ ହାତୀ ଗୁଡ଼ିକ ଟ୍ରେନ ଲାଇନ୍ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ଆସିଥିଲା । ଟ୍ରେନ ଚାଲକ ହାତୀ ଗୁଡ଼ିକୁ ଦୂରରୁ ଲାଇନ୍ ପାର ହେଉଥିବାର ଦେଖି ଟ୍ରେନର ଗତିକୁ କମାଇ ଥିଲେ । ମାତ୍ର ଟ୍ରେନଟି ସମ୍ପୂର୍ଣ ଭାବରେ ଅଟକି ନଥିଲା । ହାତ
Download Argus News App
