ଆଇନଜୀବୀଙ୍କୁ ଆକ୍ରମଣ ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ତେବେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ। ପରେ 7 ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। 3 ବର୍ଷରେ SCBର ମୋଟ 30ଜଣ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ରୁଜୁ ହୋଇଥିବା ଜଣାପଡିଛି।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।
କଟକ ବଡ ମେଡିକାଲରେ ଆଇନଜୀବୀ ସପନ ପାଲଙ୍କୁ ଡାକ୍ତରଙ୍କ ଆକ୍ରମଣ ଘଟଣା

ଅର୍ଗସ ବ୍ୟୁରୋ: କଟକ ବଡ ମେଡିକାଲରେ ଆଇନଜୀବୀ ସପନ ପାଲଙ୍କୁ ଡାକ୍ତରଙ୍କ ଆକ୍ରମଣ ଘଟଣା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 7 ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଜଣାଇଛନ୍ତି କଟକ ଡିସିପି ପିନାକ ମିଶ୍ର।
Download Argus News App
