କଂଗ୍ରେସର ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି। ସେ ପୁନର୍ବାର କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। AICC ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବହୁଦିନର ଛକାପଞ୍ଝା ପରେ ପିସିସି ସଭାପତି ନିଯୁକ୍ତ ହୋଇଛନ୍ତି।
ସେ ୧୯୯୧ରୁ ୧୯୯୬ ଯାଏଁ ସାଂସଦ ଥିଲେ। ସେହିପରି ୨୦୦୧ରୁ ୨୦୦୪ ଯାଏଁ ସେ ପିସିସିର ସଭାପତି ଥିଲେ।
ଆହୁରି ଅଧିକ ରାଜନୀତି ଖବର ବିଷୟରେ ପଢନ୍ତୁ ।